ଆନିମେସନ୍ଓଡ଼ିଶା ତରଫ ରୁ ପ୍ରସ୍ତୁତ ହୋଇଛି ଓଡ଼ିଆ ମାସିକ ପତ୍ରିକା, ଯେଉଁଠି ଆପଣ ମାନେ ପାଇବେ ଆଞ୍ଚଳିକ, ରାଜ୍ୟ ଭିତ୍ତିକ, ଦେଶ ଭିତର ତଥା ବାହାର ର ଖବର | ବାତ୍ୟା ହେଉ କି ମରୁଡି ହେଉ ଏଥିରେ ଆପଣ ମାନେ ପାଇପାରିବେ ପାଣିପାଗ ଓ ଜଳବାୟୁ ର ସୂଚନା | କାଥା ପ୍ରସଙ୍ଗ ରେ ପାଇବେ ମହାପୁରୁଷ ଙ୍କ ଜୀବନି, ଇତିହାସ ତଥା କିମ୍ବଦନ୍ତୀ, ଆଗାମୀ ଦିନ ପାଇଁ ପ୍ରସ୍ତାବ ମାନ| ଭିନ୍ନ ଭିନ୍ନ ପ୍ରକାର ର ସ୍ୱାଦିଷ୍ଟ ରୋଷେଇ ପ୍ରଣାଳୀ, ଖେଳ ଖବର, ବିଭିନ୍ନ ସ୍ଥାନ ଭ୍ରମଣ ଓ ସେ ସମ୍ବନ୍ଧରେ ସୂଚନା | ମୁଖ୍ୟ ଆକର୍ଷଣ ରେ ନୂଆ ନୂଆ ତଥା ଅତ୍ୟାବଶ୍ୟକୀୟ ୱେବ୍ସାଇଟ ଓ ଯନ୍ତ୍ର(GADGET) ବିଷୟ ରେ ଟିପ୍ସ ଓ ଟ୍ରିକ୍ସ | ନୀତିଶିକ୍ଷା ଗଳ୍ପ କବିତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଆବଶ୍ୟକିୟ କ୍ଷିପ୍ର ଓ. ମୃଦୁ ଆଘାତ ବିଶିଷ୍ଟ ପଂକ୍ତି ମାନ, ଆମ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ କଥା ଓ ଲୋକକଥା ଏବଂ ନିର୍ଭୁଲ ଗ୍ରହ ବିଚାର, ରାଶି ଚକ୍ର ଓ ଶୁଭାଶୁଭ ରାଶିଫଳ|ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପାଦେୟ ଉପଦେଶ ମାନ; ଏପରି ଆହୁରି ଅନେକ କିଛି | ପ୍ରତି ମାସ ରେ ପ୍ରକାଶ ପାଇବାକୁ ଯାଉଥିବା ଏହି ମସିକ ପତ୍ରିକା କୁ ଆପଣ ମାନେ ଅଧିକ ରୁ ଅଧିକ ପଢନ୍ତୁ ଏବଂ ଅନ୍ୟ ମାନଙ୍କୁ ସେୟାର କରନ୍ତୁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆନିମେସନ୍ଓଡ଼ିଶା ଟିମ୍ ଆପଣମାନଙ୍କ ମଙ୍ଗଳ କାମନା କରୁଛି...
ଆନିମେସନ୍ଓଡ଼ିଶା ତରଫରୁ ମାସିକ ପତ୍ରିକା ର ଏହି ପ୍ରଥମ ସଂକଳନ ର ନାମ ପ୍ରତିଷ୍ଠା ରଖାଯାଇଛି ଆଶା କରୁଛୁ ପତ୍ରିକା କି, ଆପଣଙ୍କ ପାଇଁ ମନୋରଞ୍ଜନ ଭିତ୍ତିକ ତଥା ଜ୍ଞାନ ବର୍ଦ୍ଧକ ହେବ, ଧନ୍ୟବାଦ...
Pratistha animation odisha
May June Odia Magazine
Odia Monthly Magazine
0 Comments