HEAD Ads

APRIL-MAY (ଅପ୍ରେଲ -ମଇ)

 

   ବୃତ୍ତାନ୍ତ:

animationodisha,#FREE,latestmagazine,odianews,#BRUTTANTA,googlemagazine,odiapaperthismonth odiamonthlymagazine,odiabooks,BRUTTANTA,BrutantMagazine,latestodiapatrika,brutanta,#odiapatrika,
April-May BRUTTANTA


ଆମ ତରଫ ରୁ ପ୍ରସ୍ତୁତ ଓଡ଼ିଆ ମାସିକ ପତ୍ରିକା ବୃତ୍ତାନ୍ତ ର ଏହା ହେଉଛି ଦ୍ଵାଦଶ ପକାଶନ । ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ଦ୍ଵାରା ପ୍ରସ୍ତୁତ କୌଣସି ଗଳ୍ପ, କବିତା, ଘଟଣା ସମ୍ବନ୍ଧିତ ଆଲୋଚନା, ପାକପଦ୍ଧତି, କିମ୍ବା ଅନ୍ୟାନ୍ୟ ତଥ୍ୟ ଆନିମେସନଓଡ଼ିଶା ର ମାସିକ ପତ୍ରିକା ରେ ପ୍ରକାଶ ପାଇବାକୁ, ତେବେ ଆପଣ ଆମ ସହ theanimationodisha@gmail.com  ) ରେ ଯୋଗାଯୋଗ କରିପାରିବେ ।

ପାଇଁ ଏଠାରେ କ୍ଲିକ କରନ୍ତୁ 







ଆପଣଙ୍କ ମନ୍ତବ୍ୟ ଆମ ପ୍ରୟାସ ରେ ଏକ ମୂଲ୍ୟବାନ ଅନୁଦାନ, ପତ୍ରିକାଟିକୁ ପଢି ଅନ୍ୟ ମାନଙ୍କୁ ଶେୟାର କରନ୍ତୁ,କାରଣ ଏଇଠି ଆପଣ ମାନେ ପାଇବେ ଆଞ୍ଚଳିକ, ରାଜ୍ୟ ଭିତ୍ତିକ, ଦେଶ ଭିତର ତଥା ବାହାର ର ଖବର | ବାତ୍ୟା  ହେଉ କି ମରୁଡି ହେଉ ଏଥିରେ ଆପଣ ମାନେ ପାଇପାରିବେ ପାଣିପାଗ ଓ ଜଳବାୟୁ ର ସୂଚନା | କାଥା ପ୍ରସଙ୍ଗ ରେ ପାଇବେ ମହାପୁରୁଷ ଙ୍କ ଜୀବନି, ଇତିହାସ ତଥା କିମ୍ବଦନ୍ତୀ, ଆଗାମୀ ଦିନ ପାଇଁ ପ୍ରସ୍ତାବ ମାନ| ଭିନ୍ନ ଭିନ୍ନ ପ୍ରକାର ର ସ୍ୱାଦିଷ୍ଟ ରୋଷେଇ ପ୍ରଣାଳୀ, ଖେଳ ଖବର, ବିଭିନ୍ନ ସ୍ଥାନ ଭ୍ରମଣ ଓ ସେ ସମ୍ବନ୍ଧରେ ସୂଚନା | ମୁଖ୍ୟ ଆକର୍ଷଣ ରେ ନୂଆ ନୂଆ ତଥା ଅତ୍ୟାବଶ୍ୟକୀୟ ୱେବ୍ସାଇଟ ଓ ଯନ୍ତ୍ର(GADGET) ବିଷୟ ରେ ଟିପ୍ସ ଓ ଟ୍ରିକ୍ସ | ନୀତିଶିକ୍ଷା ଗଳ୍ପ କବିତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଆବଶ୍ୟକିୟ କ୍ଷିପ୍ର ଓ ମୃଦୁ ଆଘାତ ବିଶିଷ୍ଟ ପଂକ୍ତି ମାନ, ଆମ ସଂସ୍କୃତି ଓ ପରମ୍ପରା ସହ  ଜଡ଼ିତ କଥା ଓ ଲୋକକଥା ଏବଂ  ନିର୍ଭୁଲ ଗ୍ରହ ବିଚାର, ରାଶି ଚକ୍ର ଓ ଶୁଭାଶୁଭ ରାଶିଫଳ | ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ ଉପାଦେୟ ଉପଦେଶ ମାନ; ଏପରି ଆହୁରି ଅନେକ କିଛି | ଆମ ତରଫ ରୁ ପ୍ରସ୍ତୁତ ଓଡ଼ିଆ ମାସିକ ପତ୍ରିକା ର ଏହା ହେଉଛି ଦ୍ଵାଦଶ ପକାଶନ ।  ଆଶା କରୁଛୁ ପତ୍ରିକା ଟିର ନୂଆ ରୂପ ଆପଣଙ୍କୁ ପସନ୍ଦ ଆସିବ , ଏହା ନିଶ୍ଚୟ ଆପଣଙ୍କ ପାଇଁ ମନୋରଞ୍ଜନ ଭିିତ୍ତିକ ତଥା ଜ୍ଞାନ ବର୍ଦ୍ଧକ  ହେବ |

ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ଦ୍ଵାରା ପ୍ରସ୍ତୁତ କୌଣସି ଗଳ୍ପ, କବିତା, ଘଟଣା ସମ୍ବନ୍ଧିତ ଆଲୋଚନା, ପାକପଦ୍ଧତି, କିମ୍ବା ଅନ୍ୟାନ୍ୟ ତଥ୍ୟ ଆନିମେସନଓଡ଼ିଶା ର ମାସିକ ପତ୍ରିକା ରେ ପ୍ରକାଶ ପାଇବାକୁ, ତେବେ ଆପଣ ଆମ ସହ ଇମେଲ ( theanimationodisha@gmail.com ) ରେ ଯୋଗାଯୋଗ କରିପାରିବେ ।

ପ୍ରତି ମାସ ରେ ପ୍ରକାଶ ପାଉଥିବା ଏହି ମସିକ ପତ୍ରିକା କୁ ଆପଣ ମାନେ ଅଧିକ ରୁ ଅଧିକ ପଢନ୍ତୁ ଏବଂ ଅନ୍ୟ ମାନଙ୍କୁ ସେୟାର କରନ୍ତୁ  ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆନିମେସନ୍ଓଡ଼ିଶା ଟିମ୍  ଆପଣମାନଙ୍କ ଶୁଭ କାମନା କରୁଛି... 



                                                                                                                                                     

ତ୍ରୁଟି ମାର୍ଜନା କାମନା, ଧନ୍ୟବାଦ

ଟିମ୍ ଆନିମେସନ୍ଓଡ଼ିଶା




-------------------------------------

BRUTTANTA animation odisha

February Odia Magazine

Odia Monthly Magazine  

-------------------------------------

BRUTTANTA animation odisha

March Odia Magazine

Odia Monthly Magazine  

--------------------------------------------------------------------------

BRUTTANTA animation odisha

April-May Odia Magazine

Odia Monthly Magazine  

-------------------------------------






Post a Comment

0 Comments

Ad Code

Responsive Advertisement